ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଢିଙ୍କିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଢିଙ୍କିଆ   ବିଶେଷ୍ୟ

ଅର୍ଥ : ଅବୋଲକରା ଗାଈ ବା ବଳଦଆଦିଙ୍କ ଗଳାରେ ବନ୍ଧା ଯାଉଥିବା କାଠ ତିଆରି ଗୋଟମା

ଉଦାହରଣ : ଓଲିଆ ଗାଈର ଗଳାରେ କୃଷକ ଢିଙ୍କିଆ ଝୁଲାଇ ଦେଇଛି

ସମକକ୍ଷ : ଢେଙ୍କିଆ

लकड़ी का वह कुंदा जो नटखट गाय या बैल आदि के गले में बाँधा जाता है।

किसान ने नटखट गाय के गले में लंगर लटका दिया।
ढेका, लंगर, साँद, साँदा

ଅର୍ଥ : ଉତ୍ସୃଙ୍ଖଳ ଚାରିଗୋଡ଼ିଆ ପଶୁଙ୍କ ବେକରେ ପକାଯାଉଥିବା ମୋଟା କାଠଖଣ୍ଡ

ଉଦାହରଣ : ଢିଙ୍କିଆ ପକାଇଲେ ପଶୁମାନେ ଶୀଘ୍ର ଦୌଡ଼ି ପାରନ୍ତି ନାହିଁ

उपद्रवी चौपायों के गले में डालने का लकड़ी का मोटा डंडा।

अड़गोड़ा डालने से पशु तेजी से नहीं दौड़ पाते।
अड़गोड़ा, ठेकुर, डेंगना