ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଢାଲୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଢାଲୁ   ବିଶେଷ୍ୟ

ଅର୍ଥ : ଯେଉଁ ଜାଗା ତଳଆଡ଼କୁ ଗଡ଼ାଣିଆ ହୋଇଥାଏ

ଉଦାହରଣ : ଗଡ଼ାଣି ସ୍ଥାନରେ ପହଞ୍ଚିଲାପରେ ମୁଁ ସାଇକେଲରେ ପେଡ଼ାଲ ମାରିବା ବନ୍ଦ କରିଦେଲି

ସମକକ୍ଷ : ଗଡ଼ାଣି

वह जगह जो बराबर नीची होती चली गयी हो।

ढाल पर पहुँचते ही मैंने साइकिल का पैडल मारना बंद कर दिया।
उतराई, उतार, उतारू, ढलवाँ, ढलाई, ढलान, ढलाव, ढलुआ, ढलुवाँ, ढाल, ढालवाँ, ढालू, धँसान, धंसान, निचान, प्रवण, रपट, रपटा, रपट्टा

A downward slope or bend.

declension, declination, decline, declivity, descent, downslope, fall

ଢାଲୁ   ବିଶେଷଣ

ଅର୍ଥ : ଯେଉଁଥିରେ ଢାଲୁ ଅଛି

ଉଦାହରଣ : ଢାଲୁ ଜମିରେ ପାଣି ଅଟକେ ନାହିଁ

ସମକକ୍ଷ : ଢାଲୁଆ

जिसमें ढाल हो।

ढलवाँ जमीन पर पानी नहीं ठहरता।
आपाती, उतारू, ढरारा, ढलवाँ, ढलाऊ, ढलुआ, ढलुवाँ, ढालवाँ, ढालुआँ, ढालू, प्रवण, सलामी

Having a slanting form or direction.

An area of gently sloping hills.
A room with a sloping ceiling.
sloping

ଅର୍ଥ : ଯାହା ନିମ୍ନ ଆଡ଼କୁ ଯାଏ

ଉଦାହରଣ : ଗଡ଼ାଣିଆ ସଡ଼କ ଉପରେ ସତର୍କର ସହ ଯା’ଆସ କରିବା ଉଚିତ

ସମକକ୍ଷ : ଅଧୋଗାମୀ, କ୍ରମନିମ୍ନ, ଗଡ଼ନ୍ତିଆ, ଗଡ଼ାଣିଆ

नीचे की ओर जाने वाला।

अधोगामी सड़क पर सम्भल कर चलना चाहिए।
अधोगामी व्यक्ति फिसलकर गिर पड़ा।
अधोगामी, आपाती

Extending or moving from a higher to a lower place.

The down staircase.
The downward course of the stream.
down, downward