ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଢାଙ୍କୁଣି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଢାଙ୍କୁଣି   ବିଶେଷ୍ୟ

ଅର୍ଥ : ଢାଙ୍କିବା ଜିନିଷ

ଉଦାହରଣ : ଏହି ଦୁଆତର ଢାଙ୍କୁଣି ଭାଙ୍ଗିଯଇଛି

ढाँकने की वस्तु।

इस दवात का ढक्कन टूट गया है।
अरर, आच्छादन, उच्छादन, ढँकना, ढकना, ढकनी, ढक्कन, ढपना, पिधान, पिधानक, पिहान

ଅର୍ଥ : ଟିକେ ପତଳା ହୋଇଥିବା ହାଣ୍ଡି ଆଦି ପାତ୍ରର ଢାଙ୍କୁଣି

ଉଦାହରଣ : ମାଆ ହାଣ୍ଡିରେ ଚିନି ରଖି ତାକୁ ଢାଙ୍କୁଣିରେ ଢାଙ୍କି ଦେଲେ

ସମକକ୍ଷ : ଚାପା

हाँड़ी आदि बरतनों का ढक्कन जो थोड़ा छिछला होता है।

माँ ने हँड़िया में चीनी रखकर उसे चपनी से ढँक दिया।
चपनी

ଅର୍ଥ : ଘଣାରେ ଯୋଚା ହେଉଥିବା ବଳଦ ଆଖିର ଢାଙ୍କୁଣି

ଉଦାହରଣ : ତେଲି ବଳଦ ଆଖିରେ ଢାଙ୍କୁଣି ବାନ୍ଧି ରଖିଛି

कोल्हू में जुतने वाले बैल की आँख का ढक्कन।

तेली बैल की आँख पर अनवट बाँध रहा है।
अनवट, ढोका