ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଢଳେଇ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଢଳେଇ   ବିଶେଷ୍ୟ

ଅର୍ଥ : କୌଣସି ଜିନିଷ ତିଆରି କରିବାପାଇଁ ତାର ସାମଗ୍ରୀ ଛାଞ୍ଚରେ ଢାଳି ତାକୁ ତିଆରି କରିବାର କ୍ରିୟା

ଉଦାହରଣ : କାରିଗର ଚୀନା ମାଟିରେ ଖେଳଣାଗୁଡିକର ଢଳାଇ କରୁଛି

ସମକକ୍ଷ : ଢଳାଇ

कोई चीज़ बनाने के लिए उसकी सामग्री साँचे में डालकर उसको तैयार करने की क्रिया।

कारीगर चीनी मिट्टी से खिलौनों की ढलाई कर रहे हैं।
ढलाई

The act of creating something by casting it in a mold.

casting, molding