ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଢମଢମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଢମଢମ   ବିଶେଷ୍ୟ

ଅର୍ଥ : ଢୋଲ, ନାଗରା ଆଦିକୁ ବିଶେଷ ପ୍ରକାର ଢଙ୍ଗରେ ବଜାଇବାରୁ ବାହାରୁଥିବା ଶବ୍ଦ

ଉଦାହରଣ : ନିଶବ୍ଦ ରାତିରେ ଢୋଲର ଢମଢମ ଶବ୍ଦ ଦୂରକୁ ଶୁଭୁଥିଲା

ସମକକ୍ଷ : ଢମଢମ ଶବ୍ଦ

विशेष प्रकार से बजाने पर ढोल, नगाड़े आदि से निकलने वाला शब्द।

रात के सन्नाटे में ढोल की ढमढम दूर तक सुनाई दे रही थी।
ढम-ढम, ढमढम

The sound of a drum.

He could hear the drums before he heard the fifes.
drum