ଅର୍ଥ : ଢୋଲଆଦି ବଜାଇ କରାଯାଉଥିବା ରାଜକୀୟ ଘୋଷଣା ବା ଦିଆଯାଉଥିବା ସୂଚନା
ଉଦାହରଣ :
ରାଜକୁମାରୀଙ୍କ ସ୍ୱୟମ୍ବର ସମ୍ପର୍କରେ ରାଜା ଡେଙ୍ଗୁରା ଦିଆଇଲେ
ସମକକ୍ଷ : ନାଗରା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଚମଡ଼ା ମଡ଼ା ଯାଇଥିବା ଯେଉଁ ଛୋଟ ବାଦ୍ୟ ବଜାଯାଇ କୌଣସି କଥା ଘୋଷଣା କରାଯାଏ
ଉଦାହରଣ :
ଆଗକାଳରେ ଡେଙ୍ଗୁରା ବଜାଇ ଯେ କୌଣସି ଘୋଷଣା ଜଣାଇ ଦିଆ ଯାଉଥିଲା
ଅନ୍ୟ ଭାଷାରେ ଅନୁବାଦ :