ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଡିପାର୍ଟମେଣ୍ଟ ଷ୍ଟୋର୍ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ସେହି ବଡ ଦୋକାନ ଯେଉଁଥିରେ ନାନା ପ୍ରକାରର ବାଣିଜ୍ୟ ବସ୍ତୁସମୂହ କିଛି ବିଭାଗରେ ସୁବ୍ୟବସ୍ଥିତ ତଥା ପ୍ରାୟତଃ ସଜାଡି ହୋଇଥାଏ

ଉଦାହରଣ : ବଡ ସହରରେ ସ୍ଥାନେ-ସ୍ଥାନେ ଡିପାର୍ଟମେଣ୍ଟ ଷ୍ଟୋର୍ ଖୋଲିଲାଣି

ସମକକ୍ଷ : ଏମ୍ପୋରିୟମ୍, ଡିପାର୍ଟମେଣ୍ଟାଲ୍ ଷ୍ଟୋର୍

वह बड़ी दुकान जिसमें अलग-अलग प्रकार की वाणिज्य वस्तुएँ कई विभागों में सुव्यवस्थित होती हैं तथा जिनकी प्रायः शृंखला होती है।

बड़े शहरों में जगह-जगह डिपार्टमेंट स्टोर खुल गए हैं।
एंपोरियम, एम्पोरियम, डिपार्टमेंट स्टोर, डिपार्टमेंटल स्टोर, डिपार्टमेन्ट स्टोर, डिपार्टमेन्टल स्टोर

A large retail store organized into departments offering a variety of merchandise. Commonly part of a retail chain.

department store, emporium