ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଡିଜାଇନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଡିଜାଇନ   ବିଶେଷ୍ୟ

ଅର୍ଥ : ଯାହାକୁ ଦେଖି ତା ଅନୁସାରେ କିଛି କରାଯାଏ ବା ତିଆରି କରାଯାଏ

ଉଦାହରଣ : ବୈଜ୍ଞାନିକମାନେ ପକ୍ଷୀମାନଙ୍କୁ ନମୂନା ଭାବେ ନେଇ ଉଡ଼ାଜାହାଜ ନିର୍ମାଣ କରିଛନ୍ତି

ସମକକ୍ଷ : ଆଦର୍ଶ, ଉଦାହରଣ, ଦୃଷ୍ଟାନ୍ତ, ନମୁନା, ନିଦର୍ଶନ

वह जिसे देखकर उसके अनुसार वैसा ही कुछ किया या बनाया जाए।

वैज्ञानिकों ने पक्षियों को नमूना मानकर हवाई जहाज़ का निर्माण किया।
आदर्श, उदाहरण, नमूना, प्रारूप

A model considered worthy of imitation.

The American constitution has provided a pattern for many republics.
pattern

ଅର୍ଥ : କୌଣସି ବସ୍ତୁକୁ ନିର୍ମାଣ କରିବା ପୂର୍ବରୁ ତାର ଅଂଶଗୁଡ଼ିକ ଯୋଡ଼ି ପ୍ରସ୍ତୁତ କରାଯାଉଥିବା ପୂର୍ବ ରୂପ

ଉଦାହରଣ : ମନ୍ଦିରର ଢାଞ୍ଚା ପ୍ରସ୍ତୁତ ହୋଇଗଲାଣି

ସମକକ୍ଷ : ଢାଞ୍ଚା, ପ୍ରତିଲିପି

ଅର୍ଥ : ଆଳଙ୍କାରିକ ବା କଳାତ୍ମକ କୃତି

ଉଦାହରଣ : ଏହି କନାରେ ହୋଇଥିବା ଡିଜାଇନ ଆକର୍ଷକ ହୋଇଛି

ସମକକ୍ଷ : ନକ୍‌ସା

आलंकारिक या कलात्मक कृति।

इस कपड़े पर बना नमूना आकर्षक है।
डिज़ाइन, डिजाइन, नमूना

A decorative or artistic work.

The coach had a design on the doors.
design, figure, pattern

ଅର୍ଥ : ଗୋଟିଏ ବ୍ୟବସ୍ଥିତ ଯୋଜନା ବା ପ୍ରାରୂପ

ଉଦାହରଣ : ଏହି ଚାବିର ଡିଜାଇନ ଠିକ ନାହିଁ

ସମକକ୍ଷ : ପ୍ରାରୂପ

* एक व्यवस्थित योजना या प्रारूप।

इस कुंजी-पटल का प्रारूप ठीक नहीं है।
डिज़ाइन, डिजाइन, प्रारूप

An arrangement scheme.

The awkward design of the keyboard made operation difficult.
It was an excellent design for living.
A plan for seating guests.
design, plan