ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବିପତ୍ତି ବା ଅନିଷ୍ଟ ଆଶଙ୍କାରେ ମନରେ ଉତ୍ପନ୍ନ ହେଉଥିବା ବିକାର ବା ଭାବ
ଉଦାହରଣ : ଗୁଜୁରାଟର ସାମ୍ପ୍ରଦାୟିକ ଦଙ୍ଗା ଲୋକଙ୍କ ମନରେ ଭୟ ସଂଚାର କଲା
ସମକକ୍ଷ : ତ୍ରାସ, ଭୀତି, ଭୟ
विपत्ति या अनिष्ट की आशंका से मन में उत्पन्न होने वाला विकार या भाव।
An emotion experienced in anticipation of some specific pain or danger (usually accompanied by a desire to flee or fight).
ଅର୍ଥ : ଅନିଷ୍ଟ ସମ୍ଭାବନାରୁ ମନରେ ହେଉଥିବା କଳ୍ପନା
ଉଦାହରଣ : କୌଣସି ଦୁର୍ଘଟଣା ହେବ ବୋଲି ତାଙ୍କର ଆଶଙ୍କା ଥିଲା
ସମକକ୍ଷ : ଆଶଙ୍କା, ଭୟ, ଶଙ୍କା, ସଂଶୟ
अनिष्ट की सम्भावना से मन में होने वाली कल्पना।
Fearful expectation or anticipation.
ଅର୍ଥ : ସଙ୍କଟର ଉଦେଶ୍ୟ ବା କାରଣ
ଉଦାହରଣ : ଜାପାନରେ ଭୂକମ୍ପ ଗୋଟିଏ ସବୁଦିନିଆ ଭୟ କାଶ୍ମୀରୀରେ ଆତଙ୍କବାଦ ଗୋଟିଏ ନିତିଦିନିଆ ଭୟ
ସମକକ୍ଷ : ଭୟ, ସନ୍ତ୍ରାସ
वह जो संकट का स्रोत या कारण हो।
Something that is a source of danger.
ସଂସ୍ଥାପନ କରନ୍ତୁ