ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କାଠ, ଲୁହାଆଦିରେ ତିଆରି ଜଳରେ ଚାଲୁଥିବା ଯାନ
ଉଦାହରଣ : ପ୍ରାଚୀନ କାଳରେ ନୌକା ଯାତାୟାତର ମୁଖ୍ୟ ସାଧନ ଥିଲା
ସମକକ୍ଷ : ତରଣୀ, ନଉକା, ନାଆ, ନାବ, ନୌକା, ପଢ଼ଉ, ବହିତ୍ର
ଅନ୍ୟ ଭାଷାରେ ଅନୁବାଦ :हिन्दी English
जल में चलने वाली, लकड़ी, लोहे, आदि की बनी सवारी।
A small vessel for travel on water.
ଅର୍ଥ : ଯେଉଁ ନୌକା ଆକାରରେ ବଡ଼
ଉଦାହରଣ : ମାଲ ଲଦା ହୋଇଥିବା ଏକ ବୋଇତ ପାଣିରେ ବୁଡ଼ିଗଲା
ସମକକ୍ଷ : ଦ୍ରୋଣ, ବୋଇତ, ବଡ଼ ନୌକା
वह नाव जो आकार में बड़ी हो।
A canoe made by hollowing out and shaping a large log.
ସଂସ୍ଥାପନ କରନ୍ତୁ