ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଠେଲା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଠେଲା   ବିଶେଷ୍ୟ

ଅର୍ଥ : ଯେଉଁ ଛୋଟ ଗାଡ଼ିରେ ମାଲପତ୍ର ରଖି ଠେଲିବା ବା ଧକା ମାରିମାରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଏ

ଉଦାହରଣ : ସେ ଠେଲାଗାଡ଼ିରେ ଆମ୍ବ ବିକ୍ରି କରୁଥିଲା

ସମକକ୍ଷ : ଠେଲାଗାଡ଼ି

वह छोटी गाड़ी जिस पर चीजें रखकर ठेलते या धकेलते हुए एक स्थान से दूसरे स्थान पर ले जाते हैं।

वह ठेले पर आम बेच रहा है।
ठेला, ठेला गाड़ी, हथठेला, हाथठेला

ଅର୍ଥ : ଧକ୍କା ଦେବାର ପ୍ରକ୍ରିୟା

ଉଦାହରଣ : ତା ଧକ୍କାରେ ମୁଁ ପଡିଗଲି

ସମକକ୍ଷ : ଧକା, ଧକ୍କା, ପେଲା

धक्का देने की क्रिया।

उसके धकेलने से मैं गिर गया।
ईरण, ढकिल, ढकेलना, धकियाना, धकेलना