ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଠିକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଠିକା   ବିଶେଷ୍ୟ

ଅର୍ଥ : କିଛି ଧନ ବଦଳରେ କୌଣସି କାର୍ଯ୍ୟ ପୂରା କରିବାପାଇଁ ନିଆଯାଉଥିବା ଦାୟିତ୍ୱ

ଉଦାହରଣ : ତାଙ୍କୁ ରାସ୍ତା ତିଆରି କରିବାପାଇଁ ଠିକା ମିଳିଛି

कुछ धन आदि के बदले में किसी का कोई काम पूरा करने या कराने का लिया गया जिम्मा।

उसे सड़क बनवाने का ठेका मिला।
इजारा, कान्ट्रैक्ट, कॉन्ट्रैक्ट, ठीका, ठेका, संविदा

A binding agreement between two or more persons that is enforceable by law.

contract

ଅର୍ଥ : କୌଣସି କାମ, ବିଷୟ ବା କଥାପାଇଁ ନିଆଯାଇଥିବା ଭାର

ଉଦାହରଣ : ଏହି କାମ କରିବାପାଇଁ କିଏ ଦାୟିତ୍ୱ ନେବ?

ସମକକ୍ଷ : ଦାୟିତ୍ୱ, ଭାର