ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଠାକୁର ଘର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଠାକୁର ଘର   ବିଶେଷ୍ୟ

ଅର୍ଥ : ସେହି ମନ୍ଦିର ଯାହାମଧ୍ୟରେ ଦେବତାଙ୍କର ମୂର୍ତ୍ତି ସ୍ଥାପନ କରି ତାଙ୍କର ପୂଜା କରାଯାଏ

ଉଦାହରଣ : ସେ ପ୍ରତିଦିନ ଗୋଧୋଇ ଦେବ ମନ୍ଦିରକୁ ଯାଏ

ସମକକ୍ଷ : ଠାକୁର ମନ୍ଦିର, ଦେବମନ୍ଦିର, ଦେବାଳୟ, ମନ୍ଦିର

वह मंदिर जिसमें किसी देवता की मूर्ति या मूर्तियाँ स्थापित करके उसकी पूजा की जाती है।

वह प्रतिदिन नहा-धोकर देव मंदिर जाता है।
ठाकुर-द्वारा, ठाकुर-बाड़ी, दिवगृह, दिहरा, देव थान, देव मंदिर, देव-मंदिर, देव-मन्दिर, देवगृह, देवतालय, देवथान, देवमंदिर, देवमन्दिर, देवल, देवस्थान, देवालय, देवावास

Place of worship consisting of an edifice for the worship of a deity.

temple

ଅର୍ଥ : ଉପାସନା ବା ପୂଜାପାଠ କରିବା ସ୍ଥାନ

ଉଦାହରଣ : ସୀତା ଠାକୁର ଘରେ ବସି ମାଳା ଜପୁଛି|

ସମକକ୍ଷ : ଉପାସନାକକ୍ଷ, ପୂଜାଘର

किसी भवन आदि में बना या उससे संबद्ध उपासना या पूजा-पाठ करने का कमरा।

सीता पूजाघर में बैठकर माला जप रही है।
उपासनालय, पूजा-घर, पूजाकक्ष, पूजागृह, पूजाघर