ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଠଗଲଡ଼ୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଠଗଲଡ଼ୁ   ବିଶେଷ୍ୟ

ଅର୍ଥ : ଯାତ୍ରୀମାନଙ୍କୁ ବେହୋସ କରିବାପାଇଁ ଠଗମାନେ ଯେଉଁ ମିଠେଇ ଖାଇବାକୁ ଦିଅନ୍ତି

ଉଦାହରଣ : ଠଗଲଡ଼ୁ ଖାଇବାରୁ ହିଁ କେତେକ ଯାତ୍ରୀ ବେହୋସ ହୋଇ ଗଲେ

ସମକକ୍ଷ : ଠଗମୋଦକ

वह नशीला लड्डू जिसे खिलाकर ठगलोग यात्रियों को बेहोश कर देते हैं।

ठगलाड़ू खाते ही कई यात्री बेहोश हो गए।
ठगमोदक, ठगलाड़ू, ठगलाडू

A food rich in sugar.

confection, sweet