ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଠଗମୂରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଠଗମୂରୀ   ବିଶେଷ୍ୟ

ଅର୍ଥ : ପଥିକମାନଙ୍କୁ ବେହୋସକରି ସେମାନଙ୍କ ଧନ ଲୁଟି ନେବାପାଇଁ ଠଗମାନେ ବ୍ୟବହାର କରୁଥିବା ନିଶା ପଦାର୍ଥ

ଉଦାହରଣ : ଜଣେ ଠଗ ଠଗମୂରୀରେ ଜଣେ ଯାତ୍ରୀକୁ ବେହୋସ କରି ତାର ଜିନିଷପତ୍ର ଲୁଟି ନେଲା

वह नशीली वस्तु जिससे ठग पथिकों को बेहोश करके उनका धन लूटते हैं।

एक ठग ने ठगमूरी से एक यात्री को बेहोश करके उसका सामान लूट लिया।
ठगमूरी