ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଟ୍ରାଫିକ ଭିଡ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଟ୍ରାଫିକ ଭିଡ   ବିଶେଷ୍ୟ

ଅର୍ଥ : (ପଦଚାରୀ ବା ଯାନବାହାନ) ଆଦି ଆଗକୁ ନଯିବା କାରଣରୁ ଉତ୍ପନ୍ନ ଅବସ୍ଥା ବା କୌଣସି ବିଶେଷ କ୍ଷେତ୍ରରେ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଯିବାଆସିବା କରୁଥିବା ବସ୍ତୁଙ୍କ ଭିଡ

ଉଦାହରଣ : ଆଜିକାଲି ବଡବଡ ସହରରେ ଟ୍ରାଫିକ ଭିଡ ଗୋଟିଏ ସାଧାରଣ ସମସ୍ୟା ହୋଇଗଲାଣି

ସମକକ୍ଷ : ଟ୍ରାଫିକ ଚାପ

किसी विशेष समयावधि में किसी विशेष क्षेत्र में आने-जानेवाली वस्तुओं, व्यक्तियों आदि के जमाव (पदचारियों या सवारियों का) के आगे न बढ़ने से उत्पन्न अवस्था।

आजकल बड़े शहरों में ट्रैफिक जाम एक आम समस्या हो गई है।
जाम, ट्राफिक जाम, ट्रैफ़िक जाम, ट्रैफिक जाम

The aggregation of things (pedestrians or vehicles) coming and going in a particular locality during a specified period of time.

traffic