ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଟ୍ରଷ୍ଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଟ୍ରଷ୍ଟ   ବିଶେଷ୍ୟ

ଅର୍ଥ : ଔପଚାରିକ ରୂପରେ ନିଯୁକ୍ତ କରାଯାଇଥିବା ଲୋକମାନଙ୍କର ପଞ୍ଜିକୃତ ସମାହାର ଯେଉଁଥିରେ ସମ୍ପତ୍ତି ସମ୍ବନ୍ଧୀୟ ସବୁ ଅଧିକାର ଥାଏ

ଉଦାହରଣ : ସନ୍ତାନହୀନ ଦମ୍ପତ୍ତି ନିଜର ସବୁ ସମ୍ପତ୍ତି ଗୋଟିଏ ଟ୍ରଷ୍ଟକୁ ଦାନ କରିଦେଲେ

ସମକକ୍ଷ : ନ୍ୟାସ

औपचारिक रूप से नियुक्त किया हुआ लोगों का वह पंजीकृत समूह जिसे सम्पत्ति संबंधी सभी अधिकार होते हैं।

निःसंतान दंपत्ति ने अपनी सारी संपत्ति एक ट्रस्ट को दान कर दी।
ट्रस्ट, न्यास

A consortium of independent organizations formed to limit competition by controlling the production and distribution of a product or service.

They set up the trust in the hope of gaining a monopoly.
cartel, combine, corporate trust, trust