ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଟେଙ୍କ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଟେଙ୍କ   ବିଶେଷ୍ୟ

ଅର୍ଥ : କୌଣସି ଯାନରେ ଯେଉଁ ପାତ୍ରରେ ଇନ୍ଧନ ଆଦି ଭର୍ତ୍ତି ହୁଏ

ଉଦାହରଣ : ଏହି କାରର ଟାଙ୍କିରେ ଗୋଟିଏ କଣା ହୋଇଯାଇଛି

ସମକକ୍ଷ : ଟାଙ୍କି

किसी वाहन में बना वह पात्र जिसमें ईंधन आदि भरा होता है।

इस कार की टंकी में एक छेद हो गया है।
टंकी, टैंक

A large (usually metallic) vessel for holding gases or liquids.

storage tank, tank

ଅର୍ଥ : ଲୁହାର ଏକ ସାଞ୍ଜୁଆ ଗାଡ଼ି ଯାହା ଉପରେ ତୋପ ଲଦା ହୋଇ ରହିଥାଏ

ଉଦାହରଣ : ଏହି ଟ୍ୟାଙ୍କ ଆବୁଡ଼ା ଖାବଡ଼ା ଜମି ଏବଂ ପାଣିରେ ବି ଚାଲି ପାରେ

ସମକକ୍ଷ : ଟ୍ୟାଙ୍କ

लोहे की एक प्रकार की बख्तरबंद गाड़ी जिस पर तोपें चढ़ी रहती हैं।

यह टैंक ऊबड़-खाबड़ जमीन और पानी में भी चल सकता है।
टैंक

An enclosed armored military vehicle. Has a cannon and moves on caterpillar treads.

armored combat vehicle, armoured combat vehicle, army tank, tank