ଅର୍ଥ : କୌଣସି ବିଶେଷ ରୋଗରୁ ଶରୀରକୁ ସୁରକ୍ଷା ଦେବାଲାଗି ବିଶେଷ ରୂପେ ପ୍ରସ୍ତୁତ କରାଯାଇଥିବା ଗୋଟିଏ ଔଷଧ ଯାହା ଛୁଞ୍ଚି ଦ୍ୱାରା ଶରୀର ମଧ୍ୟରେ ପହଞ୍ଚାଇଦିଆଯାଇଥାଏ
ଉଦାହରଣ :
ବିଶେଷ ରୋଗ ପାଇଁ ପ୍ରସ୍ତୁତ ହୋଇଥିବା ଟୀକା ସେହି ରୋଗରୁ ଶରୀରକୁ ସୁରକ୍ଷା ଦେଇଥାଏ
ଅର୍ଥ : କୌଣସି ବିଷୟରେ କିଛି ବିସ୍ତୃତ ଭାବେ କରା ହୋଇଥିବା ବର୍ଣ୍ଣନା
ଉଦାହରଣ :
ସେ ରାମାୟଣର ଟୀକା ଲେଖୁଛନ୍ତି
ଅର୍ଥ : ଯେଉଁ ପୁସ୍ତକରେ କୌଣସି ବିଷୟ ବିସ୍ତାରଭାବେ ବର୍ଣ୍ଣନା କରାଯାଇଛି
ଉଦାହରଣ :
ମାଆ ରାମାୟଣର ଏକ ଟୀକା ପଢ଼ୁଛନ୍ତି