ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଟିଣପାତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଟିଣପାତ୍ର   ବିଶେଷ୍ୟ

ଅର୍ଥ : ଦସ୍ତା ଉପରେ ଟିଣରଙ୍ଗ କରାହୋଇଥିବା ପତଳା ଧାତୁ ଚଦରରେ ତିଆରି ଚାରିକୋଣିଆ ପାତ୍ର ଯେଉଁଥିରେ ଘିଅ,ତେଲଆଦି ରଖାଯାଏ

ଉଦାହରଣ : ତାଙ୍କ ରୋଷେଇ ଘର ପିମ୍ପାରେ ଭର୍ତ୍ତି ହୋଇଯାଇଛି

ସମକକ୍ଷ : ପିମ୍ପା

रांगे की कलई की हुई पतली चद्दर का बना हुआ वह चौकोर पात्र जिसमें घी,तेल आदि रखे जाते हैं।

उसका रसोई-घर पीपों से भरा हुआ है।
कनस्तर, टिन, पीपा

Airtight sealed metal container for food or drink or paint etc..

can, tin, tin can