ଅର୍ଥ : ପତ୍ର, କାଚ ବା ଧାତୁର ବହୁତ ଛୋଟ ବିନ୍ଦି ଯାହା ସ୍ତ୍ରୀଲୋକମାନେ ମୁଣ୍ଡରେ ଲଗାନ୍ତି
ଉଦାହରଣ :
ତା ମୁଣ୍ଡ ଉପରେ ସୁନାର ଟିକିଲି ଶୋଭା ପାଉଛି
ସମକକ୍ଷ : ବିନ୍ଦି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ରୁପେଲି କିମ୍ବା ସୁନେଲି ଧାତବ ପାତର ଗୋଲାକାର ଛୋଟଛୋଟ ଖଣ୍ଡ
ଉଦାହରଣ :
ଶାଢୀରେ ଲଗାଯାଇଥିବା ଚୁମୁକି ଝିଲ୍ମିଲ୍ କରୁଛି
ଅନ୍ୟ ଭାଷାରେ ଅନୁବାଦ :