ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଟିକାକରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଟିକାକରଣ   ବିଶେଷ୍ୟ

ଅର୍ଥ : କୌଣସି ରୋଗନିରୋଧ ପାଇଁ ସେ ରୋଗର ଲସା ବା ରସକୁ ଶରୀର ମଧ୍ୟରେ ଛୁଞ୍ଚି ଦ୍ୱାରା ପ୍ରବେଶ କରାଇବା କ୍ରିୟା

ଉଦାହରଣ : କେତେକ ଜଣାଶୁଣା ରୋଗରୁ ରକ୍ଷା ପାଇବାପାଇଁ ପିଲାମାନଙ୍କୁ ଟିକା ଦିଆଯାଏ

ସମକକ୍ଷ : ଟିକା

किसी रोग को रोकने के लिए उस रोग का चेप या रस शरीर में सुई के द्वारा प्रविष्ट करने की क्रिया।

कुछ जानलेवा रोगों से बचने के लिए टीकाकरण आवश्यक होता है।
टीका, टीकाकरण

Taking a vaccine as a precaution against contracting a disease.

inoculation, vaccination