ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଟିକଠି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଟିକଠି   ବିଶେଷ୍ୟ

ଅର୍ଥ : ତନ୍ତର କାଠ ତିଆରି ଯେଉଁ ଢାଞ୍ଚା ଉପରେ ଅଠା ବା ମଣ୍ଡ ଦିଆଯିବା ନିମନ୍ତେ ଲୁଗା ମେଲାଯାଏ

ଉଦାହରଣ : ତନ୍ତଲୁଗାଗୁଡିକୁ ମଣ୍ଡ ଦେବା ନିମନ୍ତେ ଟିକଠି ଉପରେ ମେଲା ଯାଇଛି

जुलाहों का लकड़ियों का बना वह ढाँचा जिस पर वे कलफ या माँड़ी लगाने के लिए कपड़ा फैलाते हैं।

जुलाहा बुने हुए कपड़ों को माँड़ लगाने के लिए टिकठी पर फैला रहा है।
टिकठी

A man-made object taken as a whole.

artefact, artifact