ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଟିଉସନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଟିଉସନ   ବିଶେଷ୍ୟ

ଅର୍ଥ : ଶିକ୍ଷକଙ୍କଦ୍ୱାରା ବିଦ୍ୟାଳୟ ସମୟ ପରେ ଦିଆ ଯାଉଥିବା ଶିକ୍ଷା ଯେଉଁଥିପାଇଁ ସେ କିଛି ଶୁଳ୍କ ନିଅନ୍ତି

ଉଦାହରଣ : ଆଜିକାଲି ପିଲାମାନେ ଟିଉସନରେ ହିଁ ପଢ଼ିବାକୁ ଚାହୁଛନ୍ତି

ସମକକ୍ଷ : ଅନୁଶିକ୍ଷଣ, କୋଚିଙ୍ଗ

किसी को शुल्क लेकर शिक्षित या प्रशिक्षित करने की क्रिया या भाव।

अनुशिक्षण द्वारा वह अच्छा-खासा कमा लेता है।
अनुशिक्षण, कोचिंग

Teaching pupils individually (usually by a tutor hired privately).

tuition, tutelage, tutorship