ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଟନସିଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଟନସିଲ   ବିଶେଷ୍ୟ

ଅର୍ଥ : ଜିଭର ମୂଳରେ ସ୍ଥିତ ଲସିକାଭ ଉତକର ପିଣ୍ଡ

ଉଦାହରଣ : ଟନସିଲ୍ ବଢ଼ିଯିବାରୁ ଖାଇବାରେ ବହୁତ ଅସୁବିଧା ହୁଏ

जिह्वा की मूल पर स्थित लसीकाभ ऊतक का पिण्ड।

टॉन्सिल बढ़ जाने से खाने में बहुत तक़लीफ़ होती है।
गलतुंडिका, गलतुण्डिका, टांसिल, टान्सिल, टॉन्सिल

Either of two masses of lymphatic tissue one on each side of the oral pharynx.

faucial tonsil, palatine tonsil, tonsil, tonsilla

ଅର୍ଥ : ଘଣ୍ଟିକା ଫୁଲିଯିବାର ଏକ ରୋଗ

ଉଦାହରଣ : ଟନସିଲ ହେଲେ ଥଣ୍ଡା ଏବଂ ଖଟା ଜିନିଷ ଖାଇବା ଉଚିତ ନୁହେଁ

गलतुंडिका या टॉन्सिल के सूज जाने का एक रोग।

गलतुंडिकाशोथ होने पर ठंडी एवं खट्टी चीजें नहीं खानी चाहिए।
गलतुंडिका-प्रदाह, गलतुंडिका-शोथ, गलतुंडिकाप्रदाह, गलतुंडिकाशोथ, गलतुण्डिका-प्रदाह, गलतुण्डिका-शोथ, गलतुण्डिकाप्रदाह, गलतुण्डिकाशोथ, गलांकुर

Inflammation of the tonsils (especially the palatine tonsils).

tonsillitis