ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଝାଡଆଲୁଅ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଝାଡଆଲୁଅ   ବିଶେଷ୍ୟ

ଅର୍ଥ : ପ୍ରାୟତଃ ଛାତ ଉପରର ଶୋଭା ବଢାଇବା ପାଇଁ ଟଙ୍ଗା ଯାଉଥିବା କାଚ ଆଦିରେ ନିର୍ମିତ ଗୋଟିଏ ଆଲୋକପ୍ରଦ ଉପକରଣ ଯେଉଁଥିରେ ଦୀପ,ମହମବତୀ ଆଦି ମଧ୍ୟ ଜଳା ଯାଇପାରେ

ଉଦାହରଣ : ହୋଟେଲର ପ୍ରତ୍ୟେକ କୋଠରିରେ ବଡବଡ ଝାଡଆଲୁଅ ଲାଗିଛି

प्रायः छत पर शोभा के लिए लटकाया जाने वाला शीशे आदि का बना एक अलंकृत प्रकाश देने वाला उपकरण जिसमें दीये, मोमबत्तियाँ आदि भी जलाई जा सकती हैं।

होटल के हर कमरे में बड़े-बड़े झाड़-फ़ानूस लगे हैं।
झाड़ खाफूस, झाड़ फ़ानूस, झाड़ फानूस, झाड़-खाफूस, झाड़-फ़ानूस, झाड़-फानूस, झाड़खाफूस, झाड़फ़ानूस, झाड़फानूस, झूमर, दीपवृक्ष