ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଝରକଲମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଝରକଲମ   ବିଶେଷ୍ୟ

ଅର୍ଥ : ଏକ ପ୍ରକାର କଲମ ଯେଉଁଥିରେ କାଳି ଭର୍ତ୍ତିକରି ଲେଖାଯାଏ

ଉଦାହରଣ : ଆଜିକାଲି ଝରକଲମ ଅପେକ୍ଷା ଡଟ୍‌ପେନ୍‌ର ବ୍ୟବହାର ବହୁତ ହେଉଛି

ସମକକ୍ଷ : କାଳିକଲମ, ଫାଉଣ୍ଟେନ୍‌ ପେନ୍‌

एक तरह की कलम जिसमें स्याही भरकर लिखा जाता है।

आजकल फाउंटेन पेन की अपेक्षा डाट पेन का उपयोग ज्यादा किया जाता है।
फाउंटेन पेन, स्रोतलेखनी

A pen that is supplied with ink from a reservoir in its barrel.

fountain pen