ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜ୍ୟୋତିଷ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜ୍ୟୋତିଷ   ବିଶେଷ୍ୟ

ଅର୍ଥ : ଜ୍ୟୋତିଷଶାସ୍ତ୍ର, ବିଶେଷତଃ ଫଳିତ ଜ୍ୟୋତିଷର ଜ୍ଞାତା

ଉଦାହରଣ : ସେ ଏକ କୁଶଳ ଜ୍ୟୋତିଷ

ସମକକ୍ଷ : ଆଗାମୀବକ୍ତା, ଗଣକ, ଜ୍ୟୋତିର୍ବିଦ୍‌, ଜ୍ୟୋତିଷଜ୍ଞ, ଜ୍ୟୋତିଷଶାସ୍ତ୍ରଜ୍ଞ, ଭବିଷ୍ୟବକ୍ତା

ज्योतिषशास्त्र, विशेषतः फलित ज्योतिष का ज्ञाता।

वह एक कुशल ज्योतिषी है।
आगमवक्ता, आगमी, ईक्षणिक, गणक, जोतषी, ज्योतिर्विद, ज्योतिर्विद्, ज्योतिष-शास्त्रज्ञ, ज्योतिषज्ञ, ज्योतिषी, दैवज्ञ, भविष्यवक्ता

Someone who predicts the future by the positions of the planets and sun and Moon.

astrologer, astrologist

ଅର୍ଥ : ସେହି ବିଦ୍ୟା ଯାହାଦ୍ୱାରା ଗ୍ରହ, ନକ୍ଷତ୍ର ଆଦିଙ୍କ ଦୂରତା, ଗତି ବିଷୟରେ ଜଣାଯାଏ

ଉଦାହରଣ : ଜ୍ୟୋତିଷ ଦୁଇ ପ୍ରକାର ଯଥା

ସମକକ୍ଷ : ଜ୍ୟୋତିଷବିଜ୍ଞାନ, ଜ୍ୟୋତିଷବିଦ୍ୟା, ଜ୍ୟୋତିଷଶାସ୍ତ୍ର

वह विद्या जिससे ग्रहों, नक्षत्रों आदि की दूरी, गति आदि जानी जाती है।

ज्योतिष के दो प्रकार हैं ,गणित और फलित।
ज्योतिष, ज्योतिष विद्या, ज्योतिष शास्त्र, ज्योतिष-विद्या, ज्योतिष-शास्त्र, ज्योतिषविद्या, ज्योतिषशास्त्र

A pseudoscience claiming divination by the positions of the planets and sun and moon.

astrology, star divination