ଅର୍ଥ : ଭଲ କାମ କରିବା ଢଙ୍ଗ
ଉଦାହରଣ :
ତାକୁ କୌଣସି କାମର ବ୍ୟବହାର ଜଣାନାହିଁ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବୋଧ କରିବା ବା ହେବାର କ୍ଷମତା
ଉଦାହରଣ :
ସମସ୍ତଙ୍କ ବୋଧନ କ୍ଷମତା ଏକାଭଳି ନୁହେଁ
ସମକକ୍ଷ : ଅବବୋଧନ, ବୁଝିବାଶକ୍ତି, ବୋଧନ କ୍ଷମତା
ଅନ୍ୟ ଭାଷାରେ ଅନୁବାଦ :
बोध करने या होने की क्षमता।
सबकी बोधन क्षमता एक जैसी नहीं होती।ଅର୍ଥ : ଶିକ୍ଷା ଆଦିଦ୍ୱାରା ମିଳୁଥିବା ଜ୍ଞାନ
ଉଦାହରଣ :
ପ୍ରାଚୀନ କାଳରେ କାଶୀକୁ ବିଦ୍ୟାର କେନ୍ଦ୍ର ରୂପେ ବିବେଚନା କରାଯାଉଥିଲା
ଅନ୍ୟ ଭାଷାରେ ଅନୁବାଦ :
An ability that has been acquired by training.
accomplishment, acquirement, acquisition, attainment, skillଅର୍ଥ : କୌଣସି ବିଷୟଆଦି ଠିକ୍ ରୂପେ ବୁଝିପାରିବାର ଶକ୍ତି
ଉଦାହରଣ :
ଏହି ବିଷୟରେ ତାଙ୍କର ଜ୍ଞାନ ଭଲ
ସମକକ୍ଷ : ଧାରଣା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଜ୍ଞାନ ଯୁକ୍ତ ଭାବ ବା ଜ୍ଞାନୀ ହେବା ଅବସ୍ଥା
ଉଦାହରଣ :
ଆପଣ ନିଜର ବିଦ୍ବତ୍ତାର ପ୍ରଦର୍ଶନ ଏଠାରେ କରନ୍ତୁ ନାହିଁ ବିଦ୍ବତ୍ତା ବଳରେ ଶଙ୍କରାଚାର୍ଯ୍ୟ ଲୁପ୍ତ ପ୍ରାୟ ହିନ୍ଦୁ ଧର୍ମର ରକ୍ଷା କରିଥିଲେ
ସମକକ୍ଷ : ଧୀମତ୍ତା, ପାଣ୍ଡିତ୍ୟ, ବିଜ୍ଞତା, ବିଦଗ୍ଧତା, ବିଦ୍ୱତ୍ତା, ବିଦ୍ବତ୍ତା
ଅନ୍ୟ ଭାଷାରେ ଅନୁବାଦ :
Profound scholarly knowledge.
encyclopaedism, encyclopedism, eruditeness, erudition, learnedness, learning, scholarship