ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜୁଡ଼ୁବୁଡ଼ୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜୁଡ଼ୁବୁଡ଼ୁ   ବିଶେଷଣ

ଅର୍ଥ : ସଂପୂର୍ଣ୍ଣ ରୂପେ ଭିଜି ଯିବା

ଉଦାହରଣ : ଜଙ୍ଗଲରେ ଗୋଟିଏ ରକ୍ତ ଜୁଡ଼ୁବୁଡ଼ୁ ଲାଶ୍ ପଡ଼ିଛି

ସମକକ୍ଷ : ଭିଜା, ସରସର

पूरी तरह से भीगा हुआ।

जंगल में एक खून से सराबोर लाश पड़ी है।
तर-बतर, तरबतर, नहाया, सराबोर

ଅର୍ଥ : କୌଣସି ବସ୍ତୁରେ ଲାଗିରହିଥିବା

ଉଦାହରଣ : ସମର ଭୂଇଁରେ ଯୋଦ୍ଧାମାନଙ୍କ ଶରୀର ରକ୍ତରେ ଜୁଡ଼ୁବୁଡ଼ୁ ହୋଇଥିଲା

किसी वस्तु आदि में सना हुआ।

समर भूमि में योद्धाओं का शरीर खून से लथपथ था।
आक्लांत, आक्लान्त, तर-बतर, तरबतर, लथ-पथ, लथपथ, सना हुआ