ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜୀବିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜୀବିତ   ବିଶେଷ୍ୟ

ଅର୍ଥ : ଯେଉଁ ପ୍ରାଣୀଠାରେ ପ୍ରାଣ ଅଛି

ଉଦାହରଣ : ସଜୀବମାନଙ୍କ ମଧ୍ୟରେ ବଞ୍ଚିବାପାଇଁ ସର୍ବଦା ପ୍ରତିଦ୍ୱନ୍ଦିତା ଲାଗିରହିଛି

ସମକକ୍ଷ : ଚେତନ, ଜୀବନ୍ତ, ପ୍ରାଣବନ୍ତ, ସଜୀବ


ଅନ୍ୟ ଭାଷାରେ ଅନୁବାଦ :

वह प्राणी जो मरा न हो या जिसमें प्राण हो।

जीवितों पर संस्मरण लिखना साहस का काम है।
चेतन, ज़िंदा, जानदार, जिंदा, जिन्दा, जीवंत, जीवन्त, जीवित, प्राणवंत, प्राणवान

People who are still living.

Save your pity for the living.
living

ଜୀବିତ   ବିଶେଷଣ

ଅର୍ଥ : ଜୀବନଥିବା ବା ଯେଉଁଥିରେ ପ୍ରାଣ ଅଛି

ଉଦାହରଣ : ଜୀବିତ ପ୍ରାଣୀର ଆନ୍ତରିକ ବୁଦ୍ଧି ଘଟେ

ସମକକ୍ଷ : ସଜୀବ


ଅନ୍ୟ ଭାଷାରେ ଅନୁବାଦ :

जीता हुआ या जिसमें प्राण हो।

जीवित प्राणियों में आंतरिक वृद्धि होती है।
अमृत, चेतन, ज़िंदा, जानदार, जिंदा, जिन्दा, जीवंत, जीवधारी, जीवन्त, जीवित, तनुधारी, प्राणवंत, प्राणवान, प्राणिक, सजीव

Possessing life.

The happiest person alive.
The nerve is alive.
Doctors are working hard to keep him alive.
Burned alive.
A live canary.
alive, live

ଅର୍ଥ : ଯେ ଜନ୍ମ ନେଇଛି

ଉଦାହରଣ : ଜନ୍ମିତ ପ୍ରାଣୀର ମୃତ୍ୟୁ ନିଶ୍ଚିତ

ସମକକ୍ଷ : ଜନ୍ମିତ, ଜାତ, ପ୍ରସୂତ, ସଂଜାତ, ସୃଷ୍ଟ


ଅନ୍ୟ ଭାଷାରେ ଅନୁବାଦ :

जो पैदा हुआ हो या जिसने जन्म लिया हो।

जन्मे प्राणियों की मृत्यु निश्चित है।
अधिज, अवजनित, आविर्भूत, उतपन्न, उत्पन्न, जनित, जन्मा, जन्मा हुआ, जात, निष्पन्न, पैदा, पैदा हुआ, प्रसूत, प्रसून, रूढ़, संजात, संवृत्त, सूत

Brought into existence.

He was a child born of adultery.
born