ଅର୍ଥ : କାହାର ଜୀବନ ସଂବନ୍ଧିତ ସବୁ କଥାଗୁଡ଼ିକର ବର୍ଣ୍ଣନ
ଉଦାହରଣ :
ସେ ନିଜ ଜୀବନୀ ଲେଖୁଛନ୍ତି ଡ଼
ସମକକ୍ଷ : ଜୀବନ କଥା, ଜୀବନ ଚରିତ୍ର, ଜୀବନ ବୃତ୍ତ, ଜୀବନ ବୃତ୍ତାନ୍ତ
ଅର୍ଥ : ଯେଉଁ ପୁସ୍ତକରେ କୌଣସି ବ୍ୟକ୍ତିଙ୍କର ଜୀବନସାରା ଘଟିଥିବା ଘଟଣା ବର୍ଣ୍ଣିତ ଥାଏ
ଉଦାହରଣ :
ଶ୍ୟାମ ପୁସ୍ତକାଳୟରେ ବସି ମହାପୁରୁଷଙ୍କ ଜୀବନୀ ପଢ଼ୁଛି
ସମକକ୍ଷ : ଜୀବନ କଥା, ଜୀବନ ଚରିତ, ଜୀବନ ବୃତ୍ତାନ୍ତ