ଅର୍ଥ : ଆଶ୍ୱିନ ମାସର କୃଷ୍ଣପକ୍ଷର ଅଷ୍ଟମୀ
ଉଦାହରଣ :
କିଛି ପୁତ୍ରବତୀ ମହିଳାମାନେ ଜିଉନ୍ତିଆ ବ୍ରତ କରନ୍ତି
ସମକକ୍ଷ : ଜିତାଷ୍ଟମୀ ବ୍ରତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଆଶ୍ୱିନ ମାସର କୃଷ୍ଣପକ୍ଷର ଅଷ୍ଟମୀରେ ପୁତ୍ରବତୀ ମହିଳାମାନଙ୍କ ଦ୍ୱାରା ପାଳନ କରାଯାଉଥିବା ଗୋଟିଏ ବ୍ରତ
ଉଦାହରଣ :
ଜିଉନ୍ତିଆ ଓଷାରେ ଦିନ ତମାମ ଉପବାସ ରହିବାକୁ ପଡେ
ସମକକ୍ଷ : ଜିତାଷ୍ଟମୀ, ଜିତାଷ୍ଟମୀ ବ୍ରତ
ଅନ୍ୟ ଭାଷାରେ ଅନୁବାଦ :
एक व्रत जो आश्विन कृष्णाष्टमी को पुत्रवती महिलाओं द्वारा किया जाता है।
जिउतिया में पूरा दिन उपवास रखा जाता है।A solemn pledge (to oneself or to another or to a deity) to do something or to behave in a certain manner.
They took vows of poverty.ଅର୍ଥ : ଜିତାଷ୍ଟମୀ ବ୍ରତରେ ପୁତ୍ରବତୀ ମହିଳାମାନେ ପିନ୍ଧୁଥିବା ସୂତାରେ ତିଆରି ଗୋଟିଏ ବ୍ରତ
ଉଦାହରଣ :
ମହିଳାମାନେ ନିଜର ପୁଅର ଜୀବନ ରକ୍ଷାପାଇଁ ଜିଉନ୍ତିଆବ୍ରତରେ ଗଣ୍ଠି ପକାଉଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
सूत की बनी एक प्रकार की माला जिसे पुत्रवती महिलाएँ जिताष्टमी व्रत में धारण करती हैं।
महिलाएँ अपने पुत्रों की जीवन रक्षा के लिए जिउतिया में गाँठ लगाती हैं।Jewelry consisting of a cord or chain (often bearing gems) worn about the neck as an ornament (especially by women).
necklace