ଅର୍ଥ : ଯେଉଁ ଋତୁରେ ଥଣ୍ଡା ହୁଏ
ଉଦାହରଣ :
ଶୀତ ଋତୁରେ ବର୍ଷା ହେଲେ ଶୀତ ଆହୁରି ବଢ଼ିଯାଏ
ସମକକ୍ଷ : ଶୀତ ଋତୁ, ଶୀତକାଳ, ହିମକାଳ
ଅନ୍ୟ ଭାଷାରେ ଅନୁବାଦ :
The coldest season of the year. In the northern hemisphere it extends from the winter solstice to the vernal equinox.
winter, wintertimeଅର୍ଥ : ତାପମାନ ଖସିଲେ ଶରୀରରେ ହେଉଥିବା ସେ ଅନୁଭୂତି ଯେଉଁଥିରେ କପଡ଼ାଆଦି ଘୋଡ଼ିବା ବା ଖରା, ନିଆଁଆଦି ପୋଇଁବା ପାଇଁ ଇଚ୍ଛା ହୁଏ
ଉଦାହରଣ :
ଆଜି ସକାଳୁ ମୋତେ ଥଣ୍ଡା ଲାଗୁଛି
ଅନ୍ୟ ଭାଷାରେ ଅନୁବାଦ :