ଅର୍ଥ : ଏକ ପ୍ରକାରର ତୋପ
ଉଦାହରଣ :
ଶତ୍ରୁମାନେ ଜାଲ ଦ୍ୱାରା ଦୁର୍ଗକୁ ଧ୍ୱଂସ କରିଦେଲେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସୂତା, ତାର, ବା ରସି ଆଦି ଦ୍ୱାରା ସମାନ ଅନ୍ତରାଳରେ ଛାଡ଼ିଛାଡ଼ି ବୁଣା ଯାଇଥିବା ଏକ ଉପକରଣ
ଉଦାହରଣ :
ଫଳ ଦୋକାନରେ କିଛି ଫଳ ଜାଲରେ ଟଙ୍ଗାହୋଇଥିଲା
ସମକକ୍ଷ : ନେଟ୍
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଲାକ୍ଷଣିକ ଅର୍ଥରେ ,କିଛି ଏପରି ଯୁକ୍ତି ଯେଉଁଥିନେଇ କୌଣସି ବାହାର ଲୋକ ପ୍ରାୟତଃ ଅସାବଧାନତାବଶତଃ ଧୋକା ଖାଏ
ଉଦାହରଣ :
ତୁମରି ଫାନ୍ଦରେ କେହିବି ଫସିଯିବ
ସମକକ୍ଷ : କୌଶଳ, ଚାଲ୍, ଫାନ୍ଦ, ଫାଶ
ଅନ୍ୟ ଭାଷାରେ ଅନୁବାଦ :
लाक्षणिक अर्थ में, कोई ऐसी युक्ति जिसके कारण कोई दूसरा व्यक्ति प्रायः असावधानी के कारण धोखा खाता हो।
तुम्हारे जाल में कोई भी फँस जाएगा।ଅର୍ଥ : ଏକାଠି ବୁଣାଯାଇଥିବା ବା ଗୁନ୍ଥାଯାଇଥିବା ଅନେକ ବସ୍ତୁର ସମୂହ
ଉଦାହରଣ :
ଶରୀରରେ ତନ୍ତୁଗୁଡ଼ିକର ଜାଲ ବିଛେଇ ହୋଇଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏପରି କରାଯାଇଥିବା ବ୍ୟବସ୍ଥା ବା ପରିସ୍ଥିତି ଯେଉଁଥିରେ ପଶିଲେ ମୁକୁଳିବାର ବାଟ ନଥାଏ
ଉଦାହରଣ :
ପୁଲିସ୍ ଖୁଣୀକୁ ଧରିବା ଲାଗି ଜାଲ ବିଛାଇ ଚାଲିଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ଜାଲରେ ବୁଢ଼ିଆଣୀ କୀଟ-ପତଙ୍ଗମାନଙ୍କୁ ଧରେ
ଉଦାହରଣ :
ଛୋଟ ଛୋଟ କୀଟ ଜାଲରେ ପଡ଼ି ବୁଢ଼ିଶିକାର ହୁଅନ୍ତି
ସମକକ୍ଷ : ବୁଢ଼ିଆଣୀ ଜାଲ
ଅନ୍ୟ ଭାଷାରେ ଅନୁବାଦ :