ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜାଫରାବାଦୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜାଫରାବାଦୀ   ବିଶେଷ୍ୟ

ଅର୍ଥ : ଯେଉଁ ମଇଁଷିର ମୂଳସ୍ଥାନ ଜାଫରାବାଦ ବୋଲି ବିଶ୍ୱାସ କରାଯାଏ

ଉଦାହରଣ : ଜାଫରାବାଦୀ ମଇଁଷି ଦିନକୁ ଷୋହଳରୁ ଅଠର ଲିଟର ପର୍ଯ୍ୟନ୍ତ କ୍ଷୀର ଦିଏ

ସମକକ୍ଷ : ଜାଫରାବାଦୀ ମଇଁଷି

एक प्रकार की भैंस जिसका मूल स्थान जाफराबाद माना जाता है।

जाफराबादी एक दिन में सोलह से अठारह किलो तक दूध देती है।
जाफराबादी, जाफराबादी भैंस, जाफ़राबादी, जाफ़राबादी भैंस

ଜାଫରାବାଦୀ   ବିଶେଷଣ

ଅର୍ଥ : ଜାଫରାବାଦ୍‌ର ବା ଜାଫରାବାଦ ସହ ସମ୍ବନ୍ଧିତ

ଉଦାହରଣ : ଜାଫରାବାଦୀ ଗାଈ, ମଈଁଷି ଆଦି ଭଲ ଜାତିର ହୋଇଥାନ୍ତି

जाफराबाद का या जाफराबाद से संबंधित।

जाफराबादी गायें, भैंसे आदि अच्छी नस्ल की होती हैं।
जाफराबादी, जाफ़राबादी