ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜଳ ପ୍ଳାବନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜଳ ପ୍ଳାବନ   ବିଶେଷ୍ୟ

ଅର୍ଥ : ଅଧିକ ପାଣି ବର୍ଷିବା କାରଣରୁ ନଦୀ ବା ଗାଡ଼ିଆଆଦିର ଜଳ ନିଜର ସାଧାରଣ ସ୍ତର ବା ସୀମାଠାରୁ ବଢ଼ି ଏଣେ ତେଣେ ମାଡ଼ି ଯିବା କ୍ରିୟା

ଉଦାହରଣ : ଅତ୍ୟଧିକ ବର୍ଷା କାରଣରୁ ଅଧିକଂଶ ନଦୀରେ ବଢ଼ି ଆସିଯାଇଛି

ସମକକ୍ଷ : ବନ୍ୟା, ବଢ଼ି

अधिक पानी बरसने के कारण नदी या तालाब आदि के जल का अपनी नियत या साधारण सीमा से बढ़कर इधर-उधर फैलने की क्रिया।

अत्यधिक वर्षा के कारण अधिकांश नदियों में बाढ़ आ गयी हैं।
अहिला, आहला, जल-प्लावन, प्लव, प्लावन, बाढ़, सैलाब

The rising of a body of water and its overflowing onto normally dry land.

Plains fertilized by annual inundations.
alluvion, deluge, flood, inundation