ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜଳପୋଷାକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜଳପୋଷାକ   ବିଶେଷ୍ୟ

ଅର୍ଥ : ଯାହାର ସହାୟତାରେ ଜଳ ଭିତରେ ଶ୍ୱାସପ୍ରଶ୍ୱାସ ନେଇହେଉଥିବା ଗୋଟିଏ ଉପକରଣ

ଉଦାହରଣ : ଜଳପୋଷାକରେ ପବନଥଳିର ଏକ ନଳୀ ରହିଥାଏ ଓ ଶ୍ୱାସ ନେବାପାଇଁ ନଳୀକୁ ନାକ ବା ମୁହଁରେ ଯୋଡିଦିଆଯାଏ

ସମକକ୍ଷ : ପାଣିପୋଷାକ

एक उपकरण जिसकी सहायता से जल के अंदर भी साँस लिया जा सकता है।

जलफेंफड़ा में नली लगी हवा की एक थैली होती है और साँस लेने के लिए नली को नाक या मुँह से जोड़ देते हैं।
जलफेंफड़ा, स्कूबा

A device (trade name Aqua-Lung) that lets divers breathe under water. Scuba is an acronym for self-contained underwater breathing apparatus.

aqua-lung, aqualung, scuba