ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜଳକନ୍ୟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜଳକନ୍ୟା   ବିଶେଷ୍ୟ

ଅର୍ଥ : ଏକ ସାମୁଦ୍ରିକ କଳ୍ପିତ ଜୀବ ଯାହାର ଅଧା ଅଂଶ ନାରୀ ଓ ଅଧା ଅଂଶ ମାଛ ଭଳି

ଉଦାହରଣ : ପିଲାମାନେ ଆଈଙ୍କୁ ଜଳପରୀ କାହାଣୀ ଶୁଣାଇବାପାଇଁ ଅଳି କରୁଥିଲେ

ସମକକ୍ଷ : ଜଳପରୀ, ମତ୍ସ୍ୟକନ୍ୟା

एक समुद्री कल्पित जीव जिसका आधा भाग औरत का और आधा भाग मछली का होता है।

बच्चे नानी से जलपरी की कहानी सुनाने का आग्रह कर रहे थे।
जल-परी, जलकन्या, जलपरी, मत्स्यकन्या, मत्स्यनारी, मत्स्यांगना

Half woman and half fish. Lives in the sea.

mermaid