ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜଉପୋକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜଉପୋକ   ବିଶେଷ୍ୟ

ଅର୍ଥ : କୃଷକମାନଙ୍କପାଇଁ ହାନିକାରକ ହୋଇଥିବା ଏକ ପ୍ରକାରର ପୋକ

ଉଦାହରଣ : ଜଉପୋକ ଯଅ, ବାଜରା ତଥା ଆଖୁଫସଲର କ୍ଷତି କରିଥାଏ

ସମକକ୍ଷ : ଜଉ

एक प्रकार का कीट जो किसानों के लिए हानिकारक होता है।

ठोंठा ज्वार,बाजरा तथा गन्ने को हानि पहुँचाता है।
ठोंठा

ଅର୍ଥ : ଶସ୍ୟ,ଫସଲ ଆଦିରେ ଲାଗୁଥିବା ଏକ ପ୍ରକାର ଧଳା ରଙ୍ଗର ପୋକ

ଉଦାହରଣ : ଜଉପୋକ ଲାଗିବାରୁ ଫସଲ ନଷ୍ଟ ହୋଇଯାଉଛି

अनाज, फसल आदि में लगने वाला एक सफेद रंग का कीड़ा।

सूँड़ी लगने से फसल चौपट हो जाती है।
सूँड़ी, सूंडी