ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଲଘୁ ବା ଛୋଟ ହେବାର ଅବସ୍ଥା ବା ଭାବ
ଉଦାହରଣ : କେହି ଛୋଟପଣିଆ ଅନୁଭବ କରିବା ଉଚିତ ନୁହେଁ
ସମକକ୍ଷ : ଅଳ୍ପତ୍ୱ, ଛୋଟପଣିଆ, ଲଘୁତା, ଲଘୁତ୍ୱ
ଅନ୍ୟ ଭାଷାରେ ଅନୁବାଦ :हिन्दी English
लघु या छोटे होने की अवस्था या भाव।
The property of having a relatively small size.
ଅର୍ଥ : ଅଧମ ବା ନୀଚହେବାର ଅବସ୍ଥା ବା ଭାବ
ଉଦାହରଣ : ଅଧମତାର ଉପରକୁ ଉଠିଲେହିଁ ସମାଜର ବିକାଶ ସମ୍ଭବ ଅଧମତା କାରଣରୁ ସମାଜରେ କୁପ୍ରବୃତ୍ତିର ପ୍ରସାର ଘଟୁଛି
ସମକକ୍ଷ : ଅଧମତା, ଅପକୃଷ୍ଟତା, ଛୋଟଲୋକୀ, ନୀଚତା, ନୀଚପଣ
अधम या नीच होने की अवस्था या भाव।
The quality of being morally wrong in principle or practice.
ସଂସ୍ଥାପନ କରନ୍ତୁ