ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛୁଞ୍ଚି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛୁଞ୍ଚି   ବିଶେଷ୍ୟ

ଅର୍ଥ : ଧାତୁ ତିଆରି ଏକ ପତଳା ଉପକରଣ ଯାହା ଛିଦ୍ରରେ ସୂତା ଭର୍ତ୍ତିକରି କନା ଆଦି ସିଲେଇ କରାଯାଏ

ଉଦାହରଣ : ଲୁଗା ସିଲେଇ କରିବାବେଳେ ସୀତା ହାତରେ ଛୁଞ୍ଚି ପଶିଗଲା

ସମକକ୍ଷ : ସୂଚିକା, ସୂଚୀ

धातु का वह पतला उपकरण जिसके छेद में धागा पीरोकर कपड़ा आदि सीते हैं।

कपड़ा सीते वक़्त सीता के हाथ में सूई चुभ गई।
सीवनी, सुई, सूई, सूईं, सूचिका, सूची, सूजी, सोजन

A needle used in sewing to pull thread through cloth.

sewing needle