ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛାୟାପଥ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛାୟାପଥ   ବିଶେଷ୍ୟ

ଅର୍ଥ : ଅନେକ ତାରାର ଏକ ବିସ୍ତୃତ ରୂପ ଯାହା ଆକାଶରେ ଉତ୍ତର-ଦକ୍ଷିଣ ଦିଗରେ ବ୍ୟାପ୍ତ

ଉଦାହରଣ : ଆମେ ତାରାଗୃହରେ ଆକାଶଗଙ୍ଗାର ମନୋହର ଦୃଶ୍ୟ ଦେଖିଲୁ

ସମକକ୍ଷ : ଆକାଶଗଙ୍ଗା, ମନ୍ଦାକିନୀ

बहुत से तारों का एक विस्तृत समूह जो हमें रात के समय आकाश में उत्तर-दक्षिण में फैला हुआ चमकीली चौड़ी पट्टी या सड़क के रूप में दिखाई देता है।

हमने तारागृह में आकाशगंगा का मनोहारी दृश्य देखा।
आकाश गंगा, आकाश-गंगा, आकाशगंगा, आकाशगङ्गा, छायापथ, डहर, त्रिदशदीर्घिका, मंदाकिनी, मन्दाकिनी, मिल्की वे, मिल्कीवे, हाथी की डहर

The galaxy containing the solar system. Consists of millions of stars that can be seen as a diffuse band of light stretching across the night sky.

milky way, milky way galaxy, milky way system