ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସମାଧିଆଦିର ମଣ୍ଡପ
ଉଦାହରଣ : ଏହି ସମାଧିର ଛାତ କୁଶଳ କାରିଗରମାନଙ୍କଦ୍ୱାରା ତିଆରି କରାଯାଉଛି
ସମକକ୍ଷ : ଛତରୀ, ମଣ୍ଡପ
ଅନ୍ୟ ଭାଷାରେ ଅନୁବାଦ :हिन्दी
समाधि आदि का मंडप।
ଅର୍ଥ : ଚୂନ ଗୋଡ଼ିଆଦିରେ ତିଆରି ହୋଇଥିବା ଘରର ଛାଉଣି ଅଂଶ
ଉଦାହରଣ : ଛାତ ଉପରେ ପିଲାମାନେ ଖେଳୁଛନ୍ତି
ଅନ୍ୟ ଭାଷାରେ ଅନୁବାଦ :हिन्दी English
चूने, कंकड़ आदि से बनी हुई घर की छाजन।
A protective covering that covers or forms the top of a building.
ଅର୍ଥ : ଘରର ଉପରି ଭାଗ ଯାହା ଅନୁଚ୍ଚ କାନ୍ଥଦ୍ୱାରା ଘେରା ହୋଇଥାଏ
ଉଦାହରଣ : ପିଲାମାନେ କୋଠା ଉପରେ ଖୁସିରେ ଡିଆଁଡେଇଁ କରୁଛନ୍ତି
ସମକକ୍ଷ : ଅଟ୍ଟାଳିକା, କୋଠା
घर का ऊपरी भाग जो नीची दीवार से घिरा होता है।
ଅର୍ଥ : ଚୂନ, ଗୋଡ଼ିରେ ତିଆରି ହୋଇଥିବା ସେଇ ଛାତର ତଳ ଭାଗ ଯାହା କୋଠରୀର ଉପରଆଡ଼କୁ ଦେଖାଯାଏ
ଉଦାହରଣ : ସେ କୋଠରୀରେ ବସି ଛାତକୁ ଅନାଉଥିଲା
ସମକକ୍ଷ : ଛାତତଳ
चूने, कंकड़ आदि से बनी हुई घर की छाजन का निचला भाग जो कमरे में ऊपर की ओर दिखाई देता है।
ଅର୍ଥ : ଢାଙ୍କିକରି ତିଆରି କରାଯାଉଥିବା ଛାତ
ଉଦାହରଣ : ଚୋର ନିଶୁଣି ଲଗାଇ ଛାତ ଉପରକୁ ଉଠିଗଲା
छत आदि जो पाटकर बनाई जाती है।
ସଂସ୍ଥାପନ କରନ୍ତୁ