ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛାଣିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛାଣିବା   ବିଶେଷ୍ୟ

ଅର୍ଥ : ତରଳ ପଦାର୍ଥକୁ କୌଣସି ସୂକ୍ଷ୍ମ କନା ବା ଛଣା ଆଦିରେ ଛାଣିବା ବା ବାହାର କରିବାର କାର୍ଯ୍ୟ

ଉଦାହରଣ : ସୀମା ଛେନା ଛାଣୁଛି

तरल पदार्थ को किसी महीन कपड़े या छन्नी आदि से निकालना या छानने की क्रिया।

सीमा पनीर की छनाई कर रही है।
छनाई, छानना

ଛାଣିବା   କ୍ରିୟାପଦ

ଅର୍ଥ : ତେଲରେ ବା ଘିଅରେ କଡ଼କଡ଼ କରି ଭାଜିବା

ଉଦାହରଣ : ମୀରା ମାଛ ଛାଣୁଛି

ସମକକ୍ଷ : ଭାଜିବା

कड़कड़ाते हुए घी या तेल में डालकर पकाना।

मीरा मछली तल रही है।
तरना, तलना

Cook by immersing in fat.

French-fry the potatoes.
deep-fry, french-fry

ଅର୍ଥ : କୌଣସି ତରଳ ପଦାର୍ଥକୁ ଏକ ପତଳା କନାରେ ଛାଣି ସେଥିରେ ଥିବା ମଇଳାକୁ ଅଲଗା କରିବା

ଉଦାହରଣ : ମା ଚା’ ଛାଣୁଥିଲେ

तरल पदार्थ को किसी महीन कपड़े या छन्नी आदि से निकालना ताकि कचरा आदि ऊपर रह जाए।

माँ छननी से चाय छान रही है।
छनाई करना, छानना

Separate by passing through a sieve or other straining device to separate out coarser elements.

Sift the flour.
sieve, sift, strain

ଅର୍ଥ : ଜାଲିଚଟୁଆଦିର ସହାୟତାରେ କଡ଼େଇରୁ ପୂରି,ଖାଦ୍ୟଦ୍ରବ୍ୟଆଦି ବାହାର କରିବା

ଉଦାହରଣ : ସେ ଅତିଥିଙ୍କପାଇଁ ପକୁଡ଼ି ଛାଣୁଛି କଞ୍ଚା ପୂରି ଛାଣନାହିଁ

छनौटे आदि की सहायता से कड़ाही में से पूरी,पकवान आदि निकालना।

वह मेहमानों के लिए पकौड़ी छान रही है।
कच्ची पूरियाँ मत छानो।
काढ़ना, छानना