ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛତ୍ରପତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛତ୍ରପତି   ବିଶେଷ୍ୟ

ଅର୍ଥ : ଯେଉଁ ଗୌରବଶାଳୀ ରାଜା ପ୍ରତୀକ ରୂପରେ ଛତ୍ର ଲଗାଉଥିଲେ

ଉଦାହରଣ : ଶିବାଜୀ ମହାରାଜା ଜଣେ ଛତ୍ରପତି ଥିଲେ

ସମକକ୍ଷ : ଛତ୍ରଧାରୀ

वह गौरवशाली राजा जो प्रतीक चिह्न के रूप में छत्र लगाता था।

छत्रपतियों में से एक शिवाजी महाराज भी थे।
छत्रधारी, छत्रपति

A prince or king in India.

raja, rajah

ଛତ୍ରପତି   ବିଶେଷଣ

ଅର୍ଥ : ଛତ୍ର ଧାରଣ କରିଥିବା ବ୍ୟକ୍ତି

ଉଦାହରଣ : ଛତ୍ରପତି ରାଜାଙ୍କ ଦର୍ଶନ ପାଇଁ ପ୍ରଜାମାନେ ଆତୁର ଥିଲେ

ସମକକ୍ଷ : ଛତ୍ରଧାରୀ

छत्र धारण करनेवाला।

प्रजा छत्रपति राजा के दर्शन के लिए आतुर थी।
छत्रधारी, छत्रपति