ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛଞ୍ଚାଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛଞ୍ଚାଣ   ବିଶେଷ୍ୟ

ଅର୍ଥ : ଚିଲଠାରୁ ଛୋଟ ବାଜ ଜାତୀୟ ପକ୍ଷୀ

ଉଦାହରଣ : ଛଞ୍ଚାଣ ପକ୍ଷୀ ଅଣ୍ଡା ଉଷୁମାଉଛି

ସମକକ୍ଷ : ଶ୍ୟେନ, ଶ୍ୟେନ ପକ୍ଷୀ

बाज की जाति की एक चिड़िया जो आकार में चील से छोटी होती है।

बहरी अंडे से रही है।
बहरी, भैरी