ଅର୍ଥ : କ୍ରିକେଟ ଖେଳରେ ବଲ ପଡ଼ିଆ ନଛୁଇଁ ସୀମା ପାରି ହୋଇ ବାହାରେ ପଡ଼ିଲେ ମିଳୁଥିବା ଛଅ ରନ
ଉଦାହରଣ :
ସଚିନଙ୍କ ଶତକରେ ଚାରୋଟି ଛକ୍କା ମିଶିଛି
ଅନ୍ୟ ଭାଷାରେ ଅନୁବାଦ :
क्रिकेट के खेल में गेंद के बिना मैदान छुए सीमा पर या सीमा के बाहर गिरने पर मिलने वाला छः रन।
सचिन के शानदार शतक में चार छक्के भी शामिल हैं।