ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛଅ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛଅ   ବିଶେଷ୍ୟ

ଅର୍ଥ : କୌଣସି ଇଂରେଜୀ ମାସର ଷଷ୍ଠ ଦିନରେ ପଡ଼ୁଥିବା ତାରିଖ

ଉଦାହରଣ : ଏହି ମାସର ଛଅ ତାରିଖରେ ମୁଁ ଦିଲ୍ଲୀ ଯିବି

ସମକକ୍ଷ : ଛଅ ତାରିଖ

ଅର୍ଥ : ପାଞ୍ଚରେ ଏକ ମିଶିଲେ ମିଳୁଥିବା ସଂଖ୍ୟା

ଉଦାହରଣ : ତିନିରେ ତିନି ମିଶିଲେ ଛଅ ହୁଏ

ସମକକ୍ଷ :

पाँच और एक के योग से प्राप्त अंक।

तीन और तीन छः होता है।
6, VI, अराति, अरि, ऊर्मि, छः, छह, शशि, षट्,

The cardinal number that is the sum of five and one.

6, captain hicks, half a dozen, hexad, sestet, sextet, sextuplet, sise, six, sixer, vi

ଛଅ   ବିଶେଷଣ

ଅର୍ଥ : ପାଞ୍ଚରେ ଏକ ମିଶିଲେ ମିଳୁଥିବା ସଂଖ୍ୟା

ଉଦାହରଣ : ପ୍ରଜାପତିର ଛଅଟି ଗୋଡ଼

ସମକକ୍ଷ :

पाँच और एक।

तितली की छः टाँगें होती हैं।
6, VI, छः, छह, षट्,

Denoting a quantity consisting of six items or units.

6, half dozen, half-dozen, six, vi