ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚଡ଼ଚଡ଼ ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚଡ଼ଚଡ଼ ହେବା   କ୍ରିୟାପଦ

ଅର୍ଥ : କୌଣସି ବସ୍ତୁ ଘରଘର ବା ଘୁରଘୁର ଶବ୍ଦ କରିବା

ଉଦାହରଣ : ଆମ ରେଡ଼ିଓ ଖରାପ ହୋଇଯାଇଥିବାଯୋଗୁଁ ଚଡ଼ଚଡ଼ ହେଉଛି

ସମକକ୍ଷ : ଘଡ଼ଘଡ଼ ହେବା

किसी वस्तु आदि का घरघर या घुरघुर शब्द करना।

मेरा रेडिओ खराब होने के कारण घरघराता है।
घड़घड़ना, घरघराना, घर्रघराना, घुरघुराना, घुर्रघुराना

Make a soft swishing sound.

The motor whirred.
The car engine purred.
birr, purr, whir, whirr, whiz, whizz

ଅର୍ଥ : ଚଡ଼ଚଡ଼ ଶବ୍ଦକରି ଭାଙ୍ଗିବା

ଉଦାହରଣ : ଭୂଇଁରେ ପଡ଼ିବାମାତ୍ରେ ହିଁ ପାମ୍ପଡ଼ ଚଡ଼ଚଡ଼ ହୋଇ ଭାଙ୍ଗିଗଲା

ସମକକ୍ଷ : ଚୁଡୁମୁଡୁ ହେବା

चुरचुर शब्द करके टूटना।

जमीन पर गिरते ही पापड़ चुरमुरा गया।
चुरमुराना

Press or grind with a crushing noise.

cranch, craunch, crunch, grind